ମୋ କାହାଣୀ ଦକ୍ଷତାରେ ଓଡ଼ିଶା ଜ୍ଵଳନ୍ତ ନମୁନା

ଏହା ହେଉଛି ପ୍ରେରଣାଦାୟୀ ବ୍ୟକ୍ତି ବିଶେଷଙ୍କ କାହାଣୀ; ଯେଉଁମାନେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କଠିନ ପରିଶ୍ରମ କରି ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣିପାରିଛନ୍ତି। କେବଳ ସେତିକି ନୁହେଁ, ନିଜ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ ନେଇ ସଫଳ ହେବାର ଇଚ୍ଛା ଓ ବଦ୍ଧପରିକରତା ଦେଖାଇଛନ୍ତି ଓ ସ୍କିଲ୍ଡ ଇନ୍ ‌ଓଡିଶାର ଉଦାହରଣ ପାଲଟିଛନ୍ତି। ସେମାନେ ହେଉଛନ୍ତି ଆମ ପାଇଁ ରୋଲ ମଡେଲ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।